କେତେ ରକମ୍ ଲେଖା
ଓଡ଼ିଆ ସାହିତ୍ୟ
ସିଧା ବଁକା, ଅଏନ୍ ଅସାର୍
ଯାହାର୍ ଯେନ୍ତା ମନ୍
ସେହି ଅନ୍ସାରେ କରୁଥିସନ୍
ମନ୍କଥା ଅର୍ପନ୍
ଯାହାର୍ ଯେନ୍ତା ଦିହି ଆରୁ ମୁହୁଁ
ସେହିଟା ଦେଖାସି ଦର୍ପନ୍
ସିଧା ବଙ୍କା ଅୟେନ୍ ଅସାର୍
ଜାହାର୍ ଜେନ୍ତା ମନ୍
ସେହି ଅନ୍ସାରେ କରୁଥିସନ୍
ମନ୍କଥା ଅର୍ପନ୍
ଜାହାର୍ ଜେନ୍ତା ଦିହି ଆରୁ ମୁହୁଁ
ସେହିଟା ଦେଖାସି ଦର୍ପନ୍
ଯେତେ ରକ୍ମର୍ ଲେଖକ୍ ଅଛନ୍
ସେତେ କିସ୍ମର୍ ଲେଖା
ହଉଛେ ବଲି ନାଇଁ ବୁଲ୍ବାର୍
ଭାଷା ଗାଡ଼ିର୍ ଚକା
ଜେତେ ରକ୍ମର୍ ଲେଖକ୍ ଅଛଁତ୍
ସେତେ କିସ୍ମର୍ ଲେଖା
ହୌଛେ ବଲି ନୈ ବୁଲ୍ବାର୍
ଭାସା ଗାଡ଼ିର୍ ଚକା
ଅକ୍ଷର୍ସାଙ୍ଗେ ଅକ୍ଷର୍ମାନ୍କୁଁ ଇନ୍ତା ରକ୍ମେ ଯୁଡ଼ି
ଲେଖ୍ଲେ, ଛାପ୍ଲା ପାଠ୍କେ ପାଠକ୍
ପାର୍ସନ୍ କେଁ ପଢ଼ି ?
ଭାଷା ପାର୍ସି କେଁ ବଢ଼ି ?
ଅକ୍ଷର୍ ସାଂଗେ ଅକ୍ଷର୍ ସବୁ
ଇନ୍ତା ରକ୍ମେ ଯୁଡ଼ି
ଲେଖ୍ଲେ, ଛାପ୍ଲା ପାଠ୍କେ ପାଠକ୍
ସତେଁ ପାର୍ସନ୍ ପଢ଼ି
ଭାଷା ପାର୍ସି ବଢ଼ି
ଲେଖକ୍ ଯଦି ଇ ଆଡ଼୍କେ
ସୋର୍ କରି ଦେତେ ଧ୍ୟାନ୍
ଚାର୍ହି କୁତି ଫଏଲି ଯାଏତା
ଆମର୍ ଭାଷାର୍ ମାନ୍
କରୁଛେଁ ମୁଇଁ ଅନୁମାନ୍
ଲେଖକ୍ ଠାନୁ ବଡ଼୍ ହେଇଥିଲେ
ତାଁକର୍ ଲେଖ୍ଲା ଭାଷା
କିଛି ଗଡ଼୍ବଡ଼୍ କେଭେଁ ନାଇଁ ହୁଏ
ବଢ଼ୁଥିସି ଭାବ୍ ଭର୍ସା